Jump to content

ଲତଲତ

ଉଇକିଅଭିଧାନ‌ରୁ

ଲତଲତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଲତର ପତର, ଲତର ଲତର—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ନମ୍. ଧାତୁନ୍ ନତରୁ)

[ସମ୍ପାଦନା]

କଅଁଳ; ଯାହା ଚିପି ଦେଲେ ନଇଁ ଯାଏ; ଲୁତୁପୁତୁ, ଲତରା; ଲୋତରା —Soft; which yields to pressure; plastic; plaint

(ଉ—କଞ୍ଚାରେ ଲତପତ ପାଚିଲାରେ ଟାଣ, ଏ ନାଆଟି କହି ନ ପାରିଲେ, ବାପ ଭାଇଙ୍କ ରଣ—ହାଣ୍ଡି;—ନାଆଁ ଦିଆ ବା ପ୍ରହେଳିକା]

ବିଶେଷ୍ୟ -

[ସମ୍ପାଦନା]

ଚିପି ଦେଲେ ଦବି ଯିବା ଅବସ୍ଥା —Softness; the state of yielding to pressure; plasticity.

[ଦ୍ରଷ୍ଟବ୍ୟ —ଆମ୍ୱ ଆଦି ଫଳ ପାଚି ଗଲେ ବା କାଦୂଅମେଞ୍ଚା ଶୁଖିବା ପୂର୍ବରୁ ଲତପତ ହୁଏ]