ଲତଲତିଆ
ଦେଖଣା
ଲତଲତିଆ
ଉଚ୍ଚାରଣ
[ସମ୍ପାଦନା](ଲତରପତର, ଲତରପତରିଆ—ଅନ୍ୟରୂପ)
[ଲତପ (ଲ) ତେଈ—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଲତରା; କୋମଳ କଅଁଳିଆ — ୧. Soft; pliant; plastic; soft to pressure; yielding to the touch.
- ୨. (ଲକ୍ଷଣାର୍ଥେ) ପୁଂ. ଅସ୍ଥିରମନା —୨. (figurative) Fickle-minded.
- ୩. ଯେଉଁ ବ୍ୟକ୍ତିର ମତ ସହଜରେ ପରିବର୍ତ୍ତନ କରାଯାଇ ପାରେ; କୋମଳପ୍ରକୃତିକ —୩. Flexible; soft-hearted.
- ୩. ଶ୍ଳଥକର୍ମା —୩. Of wrinkled skin.