Jump to content

ଲତଲତେଇବା

ଉଇକିଅଭିଧାନ‌ରୁ

ଲତଲତେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ସକର୍ମକ) ଲୋତରାଇବା; କୌଣସି ପଦାର୍ଥକୁ ଚିପାଚିପି କରି କୋମଳ କରିବା —୧. To soften a thing by pressing it repeatedly

(ଯଥା—ଦର— ପାଚିଲା ପଣସକୁ ଚିପାଚିପି କରି ଲତପତାଇବା)

୨. (କଠିନ ପଦାର୍ଥ) କୋମଳ ହେବା —୨. To become soft and yielding to pressure

(ଯଥା— ପାଚିଲା ଆମ୍ୱକୁ ୨୪: ଦିନ ରଖିଦେଲେ ତାହା ଲତପତାଇ ଯାଏ)

୩. (ଲକ୍ଷଣାର୍ଥ) ଭୟ ବା ଦୟା ଆଦି ଯୋଗୁଁ କୋମଳାନ୍ତଃକରଣ ହେବା; ହୃଦୟ ତରଳିଯିବା — ୩. (Figurative) To melt (said of the heart of a person melting through fear or kindness)
୪: (ଲକ୍ଷଣାର୍ଥେ)—ଚଞ୍ଚଳହୃଦୟ ହେବା; ଅସ୍ଥିରମତି ହେବା —୪. (Figurative) To waver; not to remain constant; to become fickleminded.

[ ଲତ ପତାଇଯିବା— ଅନ୍ୟରୂପ ]