Jump to content

ଲତାଡ଼ି

ଉଇକିଅଭିଧାନ‌ରୁ

ଲତାଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ଜାହାଜିଆ ଭାଷା)

[ସମ୍ପାଦନା]

ଜାହାଜକୁ ଲଙ୍ଗର କଲା— ବେଳେ ପଛ ଆଡୁ ଯେଉଁ ଭାରଯୁକ୍ତ ଶିକୁଳି ଜଳ ମଧ୍ୟକୁ ପକା ଯାଏ —The chain with a weight attached to it which is thrown into the water behind the ship while anchoring.

[ଉ—ଆଗ ଦୁଇ— ଲଙ୍ଗର ପଛ ଲତାଡି ପକେଇ ଦେଲି, ପଟାପଟ ଛିଡିଗଲା ଫକୀରମୋହନ ଗଳ୍ପସଳ୍ପ ]

[ଦ୍ରଷ୍ଟବ୍ୟ —ଏହା ଦୁଇଟି ଅଟେ; ଏହା ଲତାପରି ପରସ୍ପରକୁ ଛନ୍ଦି ହୋଇ ଗୁଣନ ଚିହ୍ନ* ପରି ଜାହାଜର ପଛ ମଙ୍ଗରୁ ପାଣି ଭିତରକୁ ପଡିଥାଏ ]