Jump to content

ଲତାନି ପତାନି

ଉଇକିଅଭିଧାନ‌ରୁ

ଲତାନି ପତାନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଲତା ପତା—ଅନ୍ୟରୂପ]

ଦେବି—(ସଂସ୍କୃତ - ଲତାପତ୍ରାଣି)

[ସମ୍ପାଦନା]
୧. କୌଣସି ବ୍ୟକ୍ତିର ଦୂର ଓ ନିକଟ ସମ୍ପର୍କୀୟ ବନ୍ଧୁବାନ୍ଧବଗଣ — ୨. Near and distant relatives of a person.
୨. କୁଟୁମ୍ୱ ଓ ବନ୍ଧୁମାନେ ୨. Kinsmen and relatives.
୩. ଲତା ଓ ପତ୍ରଗଣ —୩. Creepers and leaves.
୪. ବୃକ୍ଷ— ଲତାଦି ଉଦ୍ଭିଦମାନ —୪. All sorts of plants; trees and creepers.