Jump to content

ଲତା କରଞ୍ଜ

ଉଇକିଅଭିଧାନ‌ରୁ

ଲତା କରଞ୍ଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଲତାପରି ମାଡିବା ବରିପୋଲ ନାମକ କଣ୍ଟକୀ ଗୁଳ୍ମ (ଏହାର ଫଳ ଗିଲ ଫଳପରି କଣ୍ଟକମୟ) —A thorny climbing plant; Caesalpinia Bonducella.

[ଦ୍ରଷ୍ଟବ୍ୟ —ଏଥିର ମଞି ଗିଲପରି ଟାଣୁଆ ବୈଦ୍ୟକ ମତରେ ଏହା କଟୁ, ଉଷ୍ଣ ଓ ବାତ କଫ ନାଶକ ଅଟେ ଏଥିର ବୀଜ ଦୀପନ ଓ ପଥ୍ୟ ଏବଂ ଗୁଳ୍ମ ଓ ବିଷ ନାଶକ ]