Jump to content

ଲତା କସ୍ତୂରିକା

ଉଇକିଅଭିଧାନ‌ରୁ

ଲତା କସ୍ତୂରିକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ଜବାଦିବର୍ଗର ପ୍ରାୟ ଦୁଇ ହାତ ଉଚ୍ଚ ଶାକଗୁଳ୍ମ ବିଶେଷ; କସ୍ତୁରା —The musk creeper; a creeper producing musk-scented seeds; musk mallow.

[ଦ୍ରଷ୍ଟବ୍ୟ —ଏହାର ଫଳ ମଧ୍ୟରେ ଥିବା ମଞିର ବାସନା କସ୍ତୁରୀପରି ଏହା ଔଷଧରେ ବ୍ୟବହୃତ ହୁଏ ଫଳ ପାଞ୍ଚକୋଣିଆ ଫୁଲ ବଡ଼ ବଡ଼ ଓ ମଝି ରକ୍ତବର୍ଣ୍ଣ ଏହା ତିକ୍ତ ମଧୁରରସ, ଶୁକ୍ରବର୍ଦ୍ଧକ, ଶୀତବୀର୍ଯ୍ୟ, ଲଘୁ, ଚକ୍ଷୁର ହିତକର, ଚ୍ଛେଦକ, ଶ୍ଳେଷ୍ମଘ୍ନ ଓ ପିପାସା— ନାଶକ ଏହା ବସ୍ତିଗତରୋଗ ଓ ମୂଖରୋଗନାଶକ— ଦ୍ରବ୍ୟଗୁଣ ]