Jump to content

ଲତା ଗଣ

ଉଇକିଅଭିଧାନ‌ରୁ

ଲତା ଗଣ

ଉଚ୍ଚାରଣ

[ସମ୍ପାଦନା]

[ଲତାବର୍ଗ—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ବୈଦ୍ୟକ ମତରେ ଲଟାଇବା ଉଦ୍ଭିଜ୍ଜ— ବର୍ଗ —A class of creepers enumerated in the Hindu medical treatises.

[ଦ୍ରଷ୍ଟବ୍ୟ —ଲତାଗଣର ଅନ୍ତର୍ଗତ—ପାନ, ଗୁଳୁଚି, ସୋମବଲ୍ଲୀ, ବିଷ୍ଣୁକ୍ରାନ୍ତା, ସ୍ୱର୍ଣ୍ଣବଲ୍ଲୀ, ବ୍ରହ୍ମଦଣ୍ଡୀ, ନିର୍ମୂଳୀ, ବଟ— ପତ୍ରୀ, ହିଙ୍ଗୁପତ୍ରୀ, ବଂଶପତ୍ରୀ, ବୃହନ୍ନଳା, ଅଙ୍କପୁଷ୍ପୀ, ସର୍ପାକ୍ଷୀ, ମୂଷାକାନୀ, ପୋଇ, ମୟୂରଶିଖା, କନକଲତା, ଜାତୀ ଓ ମାଧବୀ—ହିନ୍ଦୀ - ଶ.]