ଲତା ଗହଳ
ଯେଉଁ ସ୍ଥାନ ବା ବନରେ ବହୁତ ଲତା ଅଛି; ଲତାପୂର୍ଣ୍ଣ — Full of creepers.
[ଉ—ଲତାଗହଳ ଗହନେ ପଳାଅ କବିସୂର୍ଯ୍ୟ. କିଶୋରୀଚମ୍ପୂଳ. ଗୀତ ]
ଲତାପୂର୍ଣ୍ଣ ସ୍ଥାନ — A place full of creepers.