Jump to content

ଲତା ତରୁ

ଉଇକିଅଭିଧାନ‌ରୁ

ଲତା ତରୁ

ଉଚ୍ଚାରଣ

[ସମ୍ପାଦନା]

(ମ. ପ. ଲୋ ବା ବହୁବ୍ରୀହି; ଲତା+ତରୁ) ===

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ବୃକ୍ଷମାନଙ୍କରେ ଅନ୍ୟ ଲତାମାନ ମାଡନ୍ତି —୧. Trees on which other creepers climb.
୨: କମଳାଲେମ୍ୱୁ ଗଛ —୨. The orange tree.

୩: ଶାଳ ଗଛ —୩. The Ṡāḻa (a timber tree); Shorea Robusta.
୪. ତାଳ ବୃକ୍ଷ —୪. Palm tree.