ଲତା ବେଷ୍ଟ
ଦେଖଣା
ଲତା ବେଷ୍ଟ
ଉଚ୍ଚାରଣ
[ସମ୍ପାଦନା]ଲତାବେଷ୍ଟନ, ଲତା ବେଷ୍ଟିତ, ଲତା ବେଷ୍ଟିତକ ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦେଶ ବିଶେଷ — ୧. Name of a country.
- ୨. ଆଲିଙ୍ଗନ ବିଶେଷ — ୨. A sort of embrace (consisting of both the [persons entwining each other.)
[ଦ୍ରଷ୍ଟବ୍ୟ —ଏଥିରେ ସ୍ତ୍ରୀ ପୁରୁଷ ଉଭୟେ ଉଭୟଙ୍କୁ ଲତା ବେଢିବା ପରି ସମୂର୍ଣ୍ଣରୂପେ ଆଲିଙ୍ଗନ କରିଥାଆନ୍ତି ]
- ୨. କାମ ଶାସ୍ତ୍ରୋକ୍ତ ଷୋଡଶ ରତିବନ୍ଧ ମଧ୍ୟରୁ ତୃତୀୟ ବନ୍ଧ — ୨. The third of the ୧୬ poses during coition laid down in the amatery books.
[ଦ୍ରଷ୍ଟବ୍ୟ —ଏଥିରେ ରମଣୀକୁ ପୁରୁଷ ବାହୁଦ୍ୱୟ ଓ ପାଦଦ୍ୱୟଦ୍ୱାରା ବେଷ୍ଟନ ବା ଆଲିଙ୍ଗନ ପୂର୍ବକ ଲଘୁ ରମଣ କରେ ]
- ୩. ହରିବଂଶୋକ୍ତ ଦ୍ୱାରକାପୁରୀର ଦକ୍ଷିଣସ୍ଥ ପର୍ବତବିଶେଷ (ହିନ୍ଦୀ - ଶ.) —୩. Name of a moutain mentoned in the Haribaṁṡa.