ଲତା ସାଧନ
ତାନ୍ତ୍ରିକ ବୀରାଚାର ବା ବାମମାର୍ଗର ସାଧନା— ବିଶେଷ —A kind of Tantrik ritual.
[ଦ୍ରଷ୍ଟବ୍ୟ —ଏଥିରେ ସାଧକ ଦେବୀଙ୍କୁ ନାୟିକା ବା ସ୍ତ୍ରୀରୂପରେ ପାଇବା ପାଇଁ ତନ୍ତ୍ରୋକ୍ତ ସାଧନା କରନ୍ତି]