Jump to content

ଲତିକା

ଉଇକିଅଭିଧାନ‌ରୁ

ଲତିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲତା+ସ୍ୱାର୍ଥେ କ+ସ୍ତ୍ରୀ ଆ)

[ସମ୍ପାଦନା]
୧. ଲତା — ୧. Creeper.
୨. ଲଟାଳିଆ ଗଛ — ୨. A tree resembling a creeper; a tree with drooping branches.
୩. ଦ୍ରାକ୍ଷାଲତା — ୩. Vine.
୪. (+କ୍ଷୁଦ୍ରାର୍ଥେ କ+ସ୍ତ୍ରୀ ଆ) ଛୋଟ ଲତା —୪. Small or tender creeper.