Jump to content

ଲତ୍ତା

ଉଇକିଅଭିଧାନ‌ରୁ

ଲତ୍ତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲତ୍ ଧାତୁ=ଆଘାତକରିବା+କର୍ତ୍ତୃ. ତ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଗୃହଗୋଧିକା; ଝିଟିପିଟି; ହାଡିଆଣି — ୧. The small house-lizard.
୨. କୃକଲାସ; ଏଣ୍ଡୁଅ —୨. Chameleon.
୩. ଗୋଧା; ଗୋଧି ସାପ (ହିନ୍ଦୀ - ଶ) —୩. Iguana.