Jump to content

ଲଥାଇବା

ଉଇକିଅଭିଧାନ‌ରୁ

ଲଥାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲତା)

[ସମ୍ପାଦନା]
୧. ଲତାଇବା (ଦେଖ) - ୧. Latāibā (See).
୨. ଗୋଟିଏ କଥାର ପ୍ରସଙ୍ଗରୁ ଅନେକଗୁଡିଏ ବାଜେ କଥା ବା ଶାଖା ବାହାର କରିବା; ସାମାନ୍ୟ କଥାକୁ ଅତି— ରଞିତ କରି କହିବା; କଥାକୁ ଫେଣେଇବା — ୨. To make large additions and exaggerations in a narrative; to exaggerate
୩. ଚିରାଲୁଗାରେ ତାଳି ପକାଇବା — ୪. To patch up a torn cloth.