ଲଥ୍କିନା
ଦେଖଣା
ଲଥ୍କିନା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ଲଥ୍କିର୍(କିରି)—ଗ୍ରାମ୍ୟରୂପ]
ଦେଶଜ - କ୍ରି.ବିଶେଷଣ - (ଧ୍ୱନ୍ୟର୍ଥକ)
[ସମ୍ପାଦନା]- ୧. ଗୋଟିଏ ଭାରି ଓ କୋମଳ ପଦାର୍ଥ ହଠାତ୍ ଭୂମିରେ ପଡ଼ି ବସି ଯିବା ପ୍ରକାରେ —୧. Suddenly (said of a fleshly or soft mass being put on the ground), with thud.
(ଯଥା—ସେ କାଦୁଅପୁଳାକୁ କାନ୍ଥରେ ଲଥ୍କିନା ଛାଟିଦେଲା
- ୨. ଠିଆ ହୋଇଥିବା ବ୍ୟକ୍ତି ହଠାତ୍ ଭୂମିରେ ପିଚାମାଡି ବସିଯିବା ପ୍ରକାରେ —୨. Suddenly (sitting down on the ground with the buttocks.
[ଯଥା—ସେ ଭୂଇଁରେ ଲଥ୍କିନା ବସିଗଲା]