Jump to content

ଲଥ୍କିନି

ଉଇକିଅଭିଧାନ‌ରୁ

ଲଥ୍କିନି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ଲଥ୍କିର୍(ରି)କିରି—ଗ୍ରାମ୍ୟ]

ଦେଶଜ - କ୍ରି.ବିଶେଷଣ - (ଧ୍ୱନ୍ୟର୍ଥକ)

[ସମ୍ପାଦନା]
୧. ଗୋଟିଏ ଭାରି ଓ କୋମଳ ପଦାର୍ଥ ହଠାତ୍ ଭୂମିରେ ପଡି ବସି ଯିବା ପ୍ରକାରେ —୧. Suddenly (said of a fleshly or soft mass being put on the ground), with thud.

(ଯଥା—ସେ କାଦୁଅପୁଳାକୁ କାନ୍ଥରେ ଲଥ୍କିନା ଛାଟିଦେଲା

୨. ଠିଆ ହୋଇଥିବା ବ୍ୟକ୍ତି ହଠାତ୍ ଭୂମିରେ ପିଚାମାଡି ବଞ୍ଚିଯିବା ପ୍ରକାରେ —୨. Suddenly (sidditing down on the ground with the buttocks.

[ଯଥା—ସେ ଭୂଇଁରେ ଲଥ୍କିନା ବସିଗଲା]