ଲଦଉ
ଦେଖଣା
ଲଦଉ
ଉଚ୍ଚାରଣ
[ସମ୍ପାଦନା](ଲଦଉ ଡଙ୍ଗା—ପ୍ରଥମାର୍ଥର ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଲଦଉ
|
ଦେଶଜ - ବିଶେଷ୍ୟ - (ତୁଳ. ଇଂରାଜୀ - ଲୋଡ୍; ସଂସ୍କୃତ - ରୁଦ୍ଧ—ପ୍ରା. ଲିଦ୍ଧ; ସଂସ୍କୃତ - ଲବ୍ଧ—ପ୍ରା. ଲଦ୍ଧ)
[ସମ୍ପାଦନା]- ୧. ଯେଉଁ ଡଙ୍ଗାରେ ମାଲ ବୋଝାଇ ହୁଏ —୧. A boat for carrying load.
- ୨. ଗୃହ ବିଶେଷ; ଯହିର କାନ୍ଥ ଉପରେ ଚାଳ ସ୍ଥାପିତ ହୋଇଥାଏ —୨. A kind of thatched house of which the thatch is put on the walls.
[ଦ୍ରଷ୍ଟବ୍ୟ —ଏ ଘରେ ପାରିଆ ଖୁଣ୍ଟି ଦରକାର ହୁଏ ନାହିଁ କାନ୍ଥ ଉପରେ ଶେଣୀ ଓ ରୁଅ ରଖି ଘର ତିଆରି କରାଯାଏ; ମଝିରେ କେବଳ ଗୋଟିଏ ତୁଳିଆ ଖୁଣ୍ଟ ଥଆଏ]
- ୩. ପକ୍କା ଛପର ଘର— ବିଶେଷ —୩. A kind of brick-built thatch.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. (ଯେଉଁ ଗାଡ଼ିରେ ବା ଡଙ୍ଗାରେ) ବୋଝ ଭରା ହୋଇଥାଏ —୧. Laden (cart or boat).
- ୨. ଯହିଁରେ ପୂର୍ଣ୍ଣିମାତ୍ରାରେ ବୋଝ ଲଦା ହେଲଣି — ୨. Fully laden.