Jump to content

ଲଦକା

ଉଇକିଅଭିଧାନ‌ରୁ

ଲଦକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଲିପ୍ତ ଦେହ)

[ସମ୍ପାଦନା]
୧. ଲାଦୁକା; ଅତ୍ୟନ୍ତ ଭାରି ଓ ବୃହଦାକାର; ଭାରି ଓ ବେଡଉଲ —୧. Very heavy and large; cumbrous.
୨. ଅତିରିକ୍ତଭାବରେ ବୋଝାଇ କରାଯାଇ ଥିବା — ୨. Excessively laden.