Jump to content

ଲଦନ

ଉଇକିଅଭିଧାନ‌ରୁ

ଲଦନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲବ୍ଧ, ପ୍ରା. ଲଦ୍ଧ)

[ସମ୍ପାଦନା]
୧. ହାତୀ ଉପରେ ପକାଯିବା ବାଡ଼ ନଥିବା ଗଦ୍ଦି —Armless cushion put on the back of elephants.

[ଉ—ମାହୁନ୍ତ ଆସିଲେ ଲଦନ ପକାଇ ଯିବୁ ବରଡାଳ ଆଣି ଝୁଲ୍ହାତୀ ଝୁଲ୍—ଶିଶୁଗୀତ]

୨. ବଳଦଙ୍କ ଉପରେ ପକାଯିବା ଥୋରି; ପଲାଣ —୨. Pack saddle put on bullocks.
୩. ଚାଳଘରର ଛାତର ଉପକରଣ —୩. The materials for the scaffolding of a thatched house.
୪. ବୋଝ —୪. Loading; load.
୫. ପୂର୍ଣ୍ଣ— ବୋଝ —୫. A full load.