Jump to content

ଲଦବଦ

ଉଇକିଅଭିଧାନ‌ରୁ

ଲଦବଦ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଲଦର ବଦର—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଲୁଦୁବୁଦୁ; ବହୁତ ଜିନିଷ ଏକସ୍ଥାନରେ ରୁଣ୍ଡ ହେବା ଅବସ୍ଥା —State of being over- burdened; cumbrousness.

ଦେଶଜ - ବିଶେଷଣ -

[ସମ୍ପାଦନା]

ଇଦକା —Cumbrous; awkward.