ଲଦା
ଦେଖଣା
ଲଦା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲବ୍ଧ; ପ୍ରା. ଲଦ୍ଧ)
[ସମ୍ପାଦନା]- ୧. ଭାର — ୧. Weight; load.
- ୨. ନୌକା, ଯାନ, ବାହନାଦି ଉପରେ ବୋଝ ଲଦିବା କର୍ମ —୨. Loading of a boat or other conveyance.
ପ୍ରାଦେଶିକ - (ସମ୍ୱଲପୁର, ଗଡଜାତ) ବିଶେଷ୍ୟ -
[ସମ୍ପାଦନା]ଗୋଟିଏ ନାମକ ଶଗଡ଼ ଚକର ଅର୍ଦ୍ଧଚନ୍ଦ୍ରାକାର କାଠ — A semi-circular piece of wood put on the wheels of the Goṭiā cart.