ଲଦିଆ
ଦେଖଣା
ଲଦିଆ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ପବନରେ ଚାଳ ଉଡ଼ି ନ ଯିବାପାଇଁ ଚାଳ ଉପରେ ପ୍ରଥମେ ବତାର ଜାଲି ପକାଇ ଜାଲ ଉପରେ ଚାଳର ଦୁଇ ପାଖକୁ ଲମ୍ୱାଇ ମଥାନଠାରୁ ପକାଇ ଦିଆଯିବା ତିନିଚାରି ଇଞ୍ଚ ବ୍ୟାସବିଶିଷ୍ଟ କାଠଯୋଡ଼ି (ସେ ଗଡ଼ର ଗୋଟିଏ ମୁଣ୍ଡକୁ ମଥାନ ଉପରେ ଅନ୍ୟ ପାଖର ଗଡ଼ର ମୁଣ୍ଡ ସଙ୍ଗେ ଗଇଣ୍ଠାଇ ଦିଆଯାଏ) —Thick logs of wood laid on the thatch above the bamboo net work for protecting the straw of the thatch from being blown away by wind.