ଲଦି ହେବା
ଦେଖଣା
ଲଦି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଦି ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆପଣା ଉପରେ ଗୁରୁତର ବୋଝ ଗ୍ରହଣ କରିବା —୧. To be laden with a heavy load.
[ଉ—ଚଉଦ ହାତ ନୀଳାମ୍ୱର; ଲଦି ହୋଇଛି ଅଳଙ୍କାର ଭୂପତି. ପ୍ରେମପଞ୍ଚାମୃତ]
- ୨. ଅନ୍ୟ ବ୍ୟକ୍ତିର ଉପରେ ଆପଣାର ଶରୀରର ବୋଝକୁ ଚପାଇବା —୨. To press one's own weight on another's person.
(ଯଥା—ଏ ପିଲାଟା ସବୁବେଳେ ମୋ କାଖରେ ଲଦି ହେଲା, ଦଣ୍ଡେ ତଳେ ବସିଲା ନାହିଁ)