Jump to content

ଲଦେଇବା

ଉଇକିଅଭିଧାନ‌ରୁ

ଲଦେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲଡ୍ ଧଆତୁ=ଉତ୍କ୍ଷେପଣ କରିବା)

[ସମ୍ପାଦନା]

ଲଦିବା କ୍ରିୟାର ଣିଜନ୍ତରୂପ —The causative form of verb Ladibā.

[ଉ—ଶ୍ୟାମ ରୂପ ମୃତ୍ତିକାରେ ଲଦାଇ, ଶ୍ୟାମ ବସନ ପଙ୍ଗରେ ଘୋଡାଇ ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି]