ଲପଙ୍ଗା
ଦେଖଣା
ଲପଙ୍ଗା
ଉଚ୍ଚାରଣ
[ସମ୍ପାଦନା](ଲଫଙ୍ଗୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ଓ ବିଣପୁଲିଙ୍ଗ - (ଫାରାସୀ - ଲଫଙ୍ଗ୍; ତୁଳ ଇଂରାଜୀ - ଲୋଫିଙ୍ଗ୍)
[ସମ୍ପାଦନା]- ୧. (ମନ୍ଦ ଅର୍ଥ) ଅର୍ଥହୀନ ଓ ଆଶ୍ରୟ ଶୂନ୍ୟ ହୋଇ ଯେ ବୁଲୁଥାଏ — ୧. A loafr.
- ୨. ବ୍ୟଭିଚାରୀ ବା ଦୁଶ୍ଚରିତ୍ର ବ୍ୟକ୍ତି —୨. Lecher adulterer.
- ୩. ଲୁଙ୍ଗୁରା; ଯେ ଛୋଟ ଛୋଟ ଜିନିଷ ଚୋରି କରେ —୩. A pilferer.