Jump to content

ଲପଟା

ଉଇକିଅଭିଧାନ‌ରୁ

ଲପଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -(ସଂସ୍କୃତ - ଲମ୍ୱ ଓ ପଟରୁ କିମ୍ୱା ଲିପ୍ତରୁ)

[ସମ୍ପାଦନା]

ପୃଚ୍ଛବିଶିଷ୍ଟ ଓ ଲମ୍ୱା (ପଗଡି) —(turban) Having a long tail.

[ଉ—ଲପଟା ପାଗମାନ ଲୋଟୁଛି ପିଠିକି କୃଷ୍ଣସିଂହ. ମହାଭାରତ ଆଦି]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବଡ ଲମ୍ୱା ପଗଡ଼ି —Long turban.