ଲପଟାଇବା
ଦେଖଣା
ଲପଟାଇବା
ଉଚ୍ଚାରଣ
[ସମ୍ପାଦନା][ଲପ୍ଟାଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଲିପ୍ତ)
[ସମ୍ପାଦନା]- ୧. (ପାଗ ବା ବସ୍ତ୍ରକୁ) ମୁଣ୍ଡରେ ଜଡ଼ିତ କରି ଗୁଡାଇବା —୧. To wind tightly round the head (said of a long turban or cloth)
- ୨. ବସ୍ତ୍ରାଦିକୁ ଚଉତି କରି ଭାଙ୍ଗିବା —୨. To fold a cloth.
- ୩. କୁଣ୍ଢାଇବା —୩. To embrace.