Jump to content

ଲପଟିବା

ଉଇକିଅଭିଧାନ‌ରୁ

ଲପଟିବା

ଉଚ୍ଚାରଣ

[ସମ୍ପାଦନା]

(ଲପ୍ଟିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

(ଲେପଟିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲିପ୍ତ)

[ସମ୍ପାଦନା]
୧. ଲିପ୍ତ ହେବା; ଜଡ଼ିତ ହେବା — ୧. To be tightly attached to; to fit in tightly.
୨. ଆଲିଙ୍ଗନ କରିବା — ୨. To embrace.
୩. (ମନ୍ଦାର୍ଥ) କୌଣସି ବ୍ୟକ୍ତି ସଙ୍ଗେ ଅତ୍ୟନ୍ତ ପ୍ରଣୟାସକ୍ତ ହେବା —୩. (bad sense) To be much addicted to a person.
୪. ଛପି କରି ବସିବା — ୪. To lie consealed; to lie in ambush.

ପ୍ରାଦେଶିକ - (ଗଡ଼ଜାତ)କ୍ରିୟାପଦ -

[ସମ୍ପାଦନା]

ଲଇଁ ଲଇଁ ଚାଲିବା ବା ଗୁରୁଣ୍ଡିବା; ଆଣ୍ଠୋଇବା —To creep; to walk on the knees; to crawl.