Jump to content

ଲପଟେଇବା

ଉଇକିଅଭିଧାନ‌ରୁ

ଲପଟେଇବା

ଉଚ୍ଚାରଣ

[ସମ୍ପାଦନା]

[ଲପ୍ଟେଇବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଲିପ୍ତ)

[ସମ୍ପାଦନା]
୧. (ପାଗ ବା ବସ୍ତ୍ରକୁ) ମୁଣ୍ଡରେ ଜଡିତ କରି ଗୁଡାଇବା —୧. To wind tightly round the head (said of a long turban or cloth)
୨. ବସ୍ତ୍ରାଦିକୁ ଚଉତି କରି ଭାଙ୍ଗିବା —୨. To fold a cloth.
୩. କୁଣ୍ଢାଇବା —୩. To embrace.