ଲପ୍ଟେଇବା
ଦେଖଣା
ଲପ୍ଟେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ବାଲେଶ୍ୱର)କ୍ରିୟାପଦ -
[ସମ୍ପାଦନା]କଟି ଯାଇଥିବା ଗୁଡିର ଦେହରେ ଲାଗିଥଇବା ସୂତା ସହିତ, କଟି ନ ଯାଇଥିବା ଗୁଡ଼ିର ସୂତାକୁ ଛନ୍ଦ ଛନ୍ଦି କରି, ଦୁଇଟି ଗୁଡ଼ିକୁ ଟାଣି ହାତ ପାଖକୁ ଘେନି ଆସିବା —To draw the opponen's kite towards the victor with the help of the latter's kite-string.