Jump to content

ଲପ୍ସିକା

ଉଇକିଅଭିଧାନ‌ରୁ

ଲପ୍ସିକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମୋହନଭୋଗ; ହାଲୁଆ —Jelly prepared by frying corn flour in ghee and then adding milk and suger and boiling it.

[ଦ୍ରଷ୍ଟବ୍ୟ —ସୁଜିକୁ ଉତ୍ତମ ରୂପେ ଘିଅରେ ଭାଜି, ତହିଁରେ ଦୁଧ ଓ ଚିନି ପାଣି ମିଶାଇ ତାହା ନିଆଁ ଉପରେ ଫୁଟି କାଠୁଆ ହେଲେ ତହିଁରେ ମସଲା ଗୁଣ୍ଡା ଆଦି ଦିଆଯାଇ ଏହା ତିଆରି କରାଯାଏ ବୈଦ୍ୟଶାସ୍ତ୍ର ମତରେ ଏହା ପୃଷ୍ଟିକର, ଶୁକ୍ରଜନକ, ବଳକର, ବାତପିତ୍ତ ବିନାଶକ, ସ୍ନିଗ୍ଧ, ଶ୍ଳେଷକର, ରୁଚିଜନକ ଓ ତୃପ୍ତିକର]