Jump to content

ଲଫାଫା ଦୋରସ୍ତ

ଉଇକିଅଭିଧାନ‌ରୁ

ଲଫାଫା ଦୋରସ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଲିଫାଫା ଦୁରସ୍ତ)

[ସମ୍ପାଦନା]

ବହିଃପାରିପାଟ୍ୟ; ବାହାର ଆକୃତିକୁ ପରିପାଟି କରି ରଖିବା (କିନ୍ତୁ ଫଳତଃ ଭିତରେ ସେପରି ହୋଇ ଥିବା) —Shipshape condition keeping things outwardlya clean.

ବିଶେଷଣ -

[ସମ୍ପାଦନା]

ବାହ୍ୟ ପରିପାଟି ଯୁକ୍ତ —Ship shape; all right to outward appearances.