Jump to content

ଲଫେଇବା

ଉଇକିଅଭିଧାନ‌ରୁ

ଲଫେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର)କ୍ରିୟାପଦ -

[ସମ୍ପାଦନା]

ଶେଉଳ ପ୍ରଭୃତି ମାଛ ଧରିବା ଆଶାରେ ଜୀଅନ୍ତା ମାଛ; କଳିକତରା ଇତ୍ୟାଦି ବନସୀ କଣ୍ଟାରେ ଗୁନ୍ଥି ତାକୁ ଜଳର ଉପରିଭାଗରେ ଧୀରେ ଧୀରେ ନଚାଇବା —To dangle animal bait by means of the angling rod to allure fish for being caught.