ଲବଙ୍ଗାଦି ଚୂର୍ଣ୍ଣ
ଦେଖଣା
ଲବଙ୍ଗାଦି ଚୂର୍ଣ୍ଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବୈଦ୍ୟଶାସ୍ତ୍ରୋକ୍ତ ଚୂର୍ଣ୍ଣ ବିଶେଷ (ସଂଗ୍ରହଣୀ ଓ ଅତିସାର ପାଇଁ ବ୍ୟବହୃତ) — A medicinal prepartion (power) for dysentery.
[ଦ୍ରଷ୍ଟବ୍ୟ —ଲବଙ୍ଗ, ମୁଥା, ମୋଚ— ରସ, ଜୀରା, ଧାଇ ଫୁଲ, ଲୋଧ, ଇନ୍ଦ୍ରଜବ, କୁଚବେଲି,
ଯବଖାର, ସୈନ୍ଧବ ଲୁଣ, ରସାଞ୍ଜନକୁ ସମାନଭାଗରେ ଚୂର୍ଣ୍ଣ କରି ଏହା ପ୍ରସ୍ତୁତ ହୁଏ ହିନ୍ଦୀ - ଶ.)