ଲବଙ୍ଗ ଲତା
ଦେଖଣା
ଲବଙ୍ଗ ଲତା
ଉଚ୍ଚାରଣ
[ସମ୍ପାଦନା][ଲବଙ୍ଗଲତିକା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଲବଙ୍ଗ ଲତା
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନାରଙ୍ଗାଦି ବର୍ଗର ଲଟାଳିୟା ଏକ ପ୍ରକାର କଣ୍ଟା ଗଛ —A tree found in Chaṭṭagrāma and Ṡrīhaṭṭā in (East Bengal); Luvunga Scandens; Limonia Scandens; Lavango Scandens (Kirtikar).
[ଦ୍ରଷ୍ଟବ୍ୟ — ଏଥିର ପତ୍ର ତ୍ରିପର୍ଣ୍ଣ; ଫୂଲ ଧଳା; ସୁଗନ୍ଧ; ଗ୍ରୀଷ୍ମ କାଳରେ ଫୁଟେ ଫଳ ବଡ଼ ବଡ଼ ଓ ଲେମ୍ୱୁ ପରି ଏହା ଶ୍ରୀହଟ୍ଟ ଓ ଚଟ୍ଟଗ୍ରାମରେ ଜାତ ହୁଏ]
- ୨. (ଗୀତଗୋବିନ୍ଦରେ ବ୍ୟବହୃତ ଲବଙ୍ଗଲତା) ମଧୁମାଳତୀ ଲତା (ଏହାର ଫୁଲ ଧଳା ଓ ନାଲି) [ସଂସ୍କୃତ - ବାସନ୍ତି] —୨. A flowering hardy creeper; the Rangoon creeper.
- ୩. ରାଧିକାଙ୍କ ଏକ ସଖୀଙ୍କ ନାମ (ହିନ୍ଦୀ - ଶ) — ୩. A name of one of Rādhā's companious.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମିଷ୍ଟାନ୍ନ ବିଶେଷ —A kind of sweetment packet pierced with clove.
[ଦ୍ରଷ୍ଟବ୍ୟ —ଏହା ଘିଅରେ ଭଜା ହୋଇ ଚିନି ରସରେ ବତୁରା ହୋଇଥିବା ପୂର ଦିଆ ଲୁଚି ଏହା ଭଙ୍ଗା ପାନ ପରି ପୁଡ଼ା ଭଙ୍ଗା ଯାଇ ସେଥି ଉପରେ ଗୋଟିଏ ଲବଙ୍ଗ ମରା ହୋଇଥାଏ]