ଲବଜ୍ ସୁମାର
ଦେଖଣା
ଲବଜ୍ ସୁମାର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ଲବ୍ଜସୁମାର—ଅନ୍ୟରୂପ]
=== ବୈଦେଶିକ - ବି—(କଚିରିଆ) (ଫାରାସୀ - ଲଫ୍ଜ୍+ସୁମାର୍)
କୌଣସି ଦଲିଲରେ ବା ଲେଖାରେ ଥିବା ଶବ୍ଦ ବା ଅକ୍ଷରମାନଙ୍କର ସଂଖ୍ୟା ଗଣନା — The counting of the number of letters or words in a document.
[ଦ୍ରଷ୍ଟବ୍ୟ —କୌଣସି ସରକାରୀ ଦଲିଲର ନକଳ କରୀ ଗଲେ ତହିଁରେ 'ଲବଜ୍ ସୁମାରି' ଅନୁସାରେ ନକଲ ପ୍ରାର୍ଥୀ ବ୍ୟକ୍ତକୁ ଦଲିଲନକଲ କରିବା ବ୍ୟକ୍ତିଙ୍କୁ ପାରିଶ୍ରମିକ ଦେବାକୁ ପଡ଼େ]