Jump to content

ଲବଜ୍ ସୁମାରି

ଉଇକିଅଭିଧାନ‌ରୁ

ଲବଜ୍ ସୁମାରି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ଲବ୍ଜସୁମାରି—ଅନ୍ୟରୂପ]

=== ବୈଦେଶିକ - ବି—(କଚିରିଆ) (ଫାରାସୀ - ଲଫ୍ଜ୍+ସୁମାର୍)

କୌଣସି ଦଲିଲରେ ବା ଲେଖାରେ ଥିବା ଶବ୍ଦ ବା ଅକ୍ଷରମାନଙ୍କର ସଂଖ୍ୟା ଗଣନା — The counting of the number of letters or words in a document.

[ଦ୍ରଷ୍ଟବ୍ୟ —କୌଣସି ସରକାରୀ ଦଲିଲର ନବଳ କରୀ ଗଲେ ତହିଁରେ 'ଲବଜ ସୁମାରି' ଅନୁସାରେ ନବଲ ପ୍ରାର୍ଥୀ ବ୍ୟକ୍ତକୁ ଦଲିଲନକଲ କରିବା ବ୍ୟକ୍ତିଙ୍କୁ ପାରିଶ୍ରମିକ ଦେବାକୁ ପଡ଼େ]