ଲବଣା
ଦେଖଣା
ଲବଣା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଲବଣ+ଆ)
[ସମ୍ପାଦନା]- ୧. ଲାବଣ୍ୟ —୧. Charm; grace.
- ୨. ଦୀପ୍ତି; ଔଜ୍ଜ୍ୱଲ୍ୟ —୨. Lustre; brilliance.
- ୩. ନଦୀ ବିଶେଷ —୩. Name of a river.
- ୪. ଯେ ଶତ୍ରୁ କର୍ତ୍ତକ ନିହତ ହୋଇଅଛି; ନିହତ ଶତ୍ରୁକ ବ୍ୟକ୍ତି —୪. One who has been killed by the enemy.
- ୫. ମହାଜ୍ୟୋତିଷ୍ମତୀ ଲତା — ୫. Cardiospermum Helicacabum.
- ୬. ଆମ୍ୱ ଆଦି ଖଟା ଫଳର ରସରେ ଲୁଣ ଦେଇ ପ୍ରସ୍ତୁତ କରାଯିବା ପାଚକ ପଦାର୍ଥ (ହିନ୍ଦୀ - ଶ) —୬. A preparation for indigestion.
- ୭. ଚାଙ୍ଗୁଡ଼ି (ହିନ୍ଦୀ - ଶ) —୭. Tary.
- ୮. ଅମ୍ଳଲୋଣୀ ଶାକ (ହିନ୍ଦୀ - ଶ) —୮. Purslane.