ଲବଣୀ
ଦେଖଣା
ଲବଣୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଏକ ପ୍ରକାର ଆତ; ନେଉଆ ଆତ —A sort of apple; bullock's heart; Anona Reticulata
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ନବନୀତ) ନବନୀତ; ଲହୁଣୀ —୧. Butter.
(ଉ—ଦଧି ହାଣ୍ଡି ମଧ୍ୟେ ଲବଣୀ ଥିଲା ପରି ଅର୍ଥ ଧର୍ମ ଦୁଇରେ କାମଦଣ୍ଡଧାରୀ କୃଷ୍ଣସିଂହ. ମହାଭାରତ ଶାନ୍ତି)
- ୨. (ସ୍ତ୍ରୀ) ଲାବଣ୍ୟବତୀ ନୀମ୍ନୀ ସ୍ତ୍ରୀର ଡାକ ନାମ — ୨. (Feminine) Name for calling Lābaṇyabatī