Jump to content

ଲବଣୀ ପିତୁଳା

ଉଇକିଅଭିଧାନ‌ରୁ

ଲବଣୀ ପିତୁଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନବନୀତ, ପୁତ୍ତଳିକା)

[ସମ୍ପାଦନା]
୧. ନବନୀତ ନିର୍ମିତ ପ୍ରତିମା —୧. An image made of butter.
୨. (ଲକ୍ଷଣାର୍ଥ) ଅତି କୋମଳ ଶରୀର— ବିଶିଷ୍ଟ ବ୍ୟକ୍ତି —୨. (figurative) A very delicate or soft bodied person.