ଲବଣ ଯନ୍ତ୍ର
ଦେଖଣା
ଲବଣ ଯନ୍ତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦୁଇ ମୁହଁ ଥିବା ପାତ୍ର ଦୁଇଟିକୁ ମୁହଁ ଯୋଡ଼ି କରି ତିଆରି କରାଯିବା ଯନ୍ତ୍ର, ଯହିଁରେ କେତେକ ଔଷଧର ପାକ ହୁଏ ଓ ଯହିଁରେ ଗୋଟିଏ ପାତ୍ରକୁ ଲୁଣରେ ପୂର୍ଣ୍ଣ କରାଯାଏ (ହି ଶ) —A kind of contrivance for preparing some medicine with the help of ୨ double-mounthed post one of which is filled with salt.