Jump to content

ଲବନ୍ଦିଆ

ଉଇକିଅଭିଧାନ‌ରୁ

ଲବନ୍ଦିଆ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଆଲୋକବନ୍ଧ)

[ସମ୍ପାଦନା]

ଶିକୁଳିରେ ଓହୋଳା ହୋଇଯିବା ଦୀପ ପରି ଆଲୋକ ଦେବାର ଏକ ପ୍ରକାର ଚଟକା ପାତ୍ର —An oil lamp suspended with a chain.

[ଦ୍ରଷ୍ଟବ୍ୟ —ଏହାକୁ ଘରର ବା ଦେବାଳୟର ଛାତରୁ ଓହଳାଇ, ଏଥିରେ ତେଲ ଓ ବଳିତା ଦେଇ ଦୀପ ରୂପେ ବ୍ୟବହାର କରନ୍ତି, ଅଥବା ଜଳନ୍ତା ଦୀପଟିଏ ଏହା ଉପରେ ଥୋଇ ଦିଅନ୍ତି]