ଲବନ୍ଧିଆ
ଦେଖଣା
ଲବନ୍ଧିଆ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଆଲୋକବନ୍ଧ)
[ସମ୍ପାଦନା]ଶିକୁଳିରେ ଓହୋଳା ହୋଇଯିବା ଦୀପ ପରି ଆଲୋକ ଦେବାର ଏକ ପ୍ରକାର ଚଟକା ପାତ୍ର —An oil lamp suspended with a chain.
[ଦ୍ରଷ୍ଟବ୍ୟ —ଏହାକୁ ଘରର ବା ଦେବଳୟରେ ଛାତରୁ ଓହଳାଇ, ଏଥିରେ ତେଲ ଓ ବଳିତା ଦେଇ ଦୀପ ରୂପେ ବ୍ୟବହାର କରନ୍ତି, ଅଥବା ଜଳନ୍ତା ଦୀପଟିଏ ଏହା ଉପରେ ଥୋଇ ଦିଅନ୍ତି]