ଲବଳୀ
ଦେଖଣା
ଲବଳୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଲବଣୀ ପାଣ୍ଡୁ—ଅନ୍ୟରୂପ)
(ଅନ୍ୟ ସଂସ୍କୃତ ନାମ—ସୁଗନ୍ଧମୂଳା, କୋମଳବକ୍କଳା, ପାଣ୍ଡୁ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନଅର କୋଳି —rPhyllanthus Distichus; otaheite gooseberry; Cicca Disticha.
[ଦ୍ରଷ୍ଟବ୍ୟ —ଏହା ସ୍ନୁହୀ ଆଦି ବର୍ଗର ଫଳବୃକ୍ଷ ଏହାର ଫଳ ଅଅଁଳା କୋଳି ପରି ବର୍ଷକୁ ବର୍ଷ ପତ୍ର ଝଡ଼େ; ଫଳ ଆମ୍ୱିଳା ଓ ଈଷତ୍ କଷା]