Jump to content

ଲବିକା

ଉଇକିଅଭିଧାନ‌ରୁ

ଲବିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଲବ+କ+ଆ)

[ସମ୍ପାଦନା]
୧. ଛେପ; ପାଟିର ଲାଳ — ୧. Saliva.
୨. ଶରୀରରୁ ବର୍ଣ୍ଣହୀନ ରସ; ନସା — ୨. Lymph.