Jump to content

ଲବିତ୍ର

ଉଇକିଅଭିଧାନ‌ରୁ

ଲବିତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଲୂ ଧାତୁ=ଛେଦନ କରିବା+କରଣ. ଇତ୍ର)

[ସମ୍ପାଦନା]

କଟୁରୀ, ଦାଆ ଆଦି ଛେଦନାସ୍ତ୍ର —Cutting instrument, such as sickle, billhook.

ବିଣ—(+କର୍ତ୍ତୃ. ଅତ୍ର)

[ସମ୍ପାଦନା]

ଛେଦନକାରକ —Cutting.