Jump to content

ଲବେଜାନ କରିବା

ଉଇକିଅଭିଧାନ‌ରୁ

ଲବେଜାନ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ହଗାଲଗା କରିବା; କୌଣସି ବ୍ୟକ୍ତିକୁ ପ୍ରାଣାନ୍ତକ କଷ୍ଟ ଦେବା — ୧. To put a person to extremest trouble.
୨. କୌଣସି ବ୍ୟକ୍ତିକୁ ବ୍ୟାକୁଳ କରିବା; ଅତ୍ୟାଚାର କରିବା —୨. To oppress or persecute a person.