Jump to content

ଲବେଦା

ଉଇକିଅଭିଧାନ‌ରୁ

ଲବେଦା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - [ଫା; କିନ୍ତୁ ଏହା ପର୍ଟୁଗୀଜ୍ ଲୋବା(= ଢଲା ପୋଷାକ) ଓ ଆବାଦା (=ଯେଉଁ ପୋଷାକରେ ପ୍ରାନ୍ତ ଲେଉଟା ହୋଇଥାଏ)ରୁ ଆନୀତ]

[ସମ୍ପାଦନା]
୧. ଚୋଲା; ପୋଷାକ ଉପରେ ପିନ୍ଧା ଯିବା ଲମ୍ୱ ଓ ଢିଲା ଜାମା; ମୂସଲମାନଙ୍କ ବ୍ୟବହୃତ ଲମ୍ୱା ମୋଟା କୁର୍ତ୍ତା — ୧. A long and loose overcoat worn by Mahomedans; a cloak; toga.
୨. ବର୍ଷା— ପାଣିରୁ ଦିହକୁ ରକ୍ଷା କରିବା ପାଇଁ ବେକ ଠାରୁ ଗୋଡ଼ ପର୍ଯ୍ୟନ୍ତ ଲମ୍ୱିଥିବା ବଡ଼ କୋଟ; ବର୍ଷାତୀ — ୨. A waterproof coat.