ଲବ୍ଧବିଦ୍ୟ
ଦେଖଣା
ଲବ୍ଧବିଦ୍ୟ
ଉଚ୍ଚାରଣ
[ସମ୍ପାଦନା](ଲବ୍ଧବିଦ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଲବ୍ଧ ହୋଇଅଛି ବିଦ୍ୟା ଯାହାଙ୍କ ଦ୍ୱାରା)
[ସମ୍ପାଦନା]- ୧. କୌଣସି ବିଦ୍ୟା ବା ବିଜ୍ଞାନକୁ ଯେ ଆୟତ୍ତ କରିଅଛନ୍ତି —୧. One who has acquired mastery over a science or learning.
- ୨. ବିଦ୍ୱାନ୍ —୨. Learned.
- ୩. ଯେଉଁ ବ୍ୟକ୍ତି କୌଣସି ଈପ୍ସିତ ବିଦ୍ୟାପାଠକୁ ଶେଷ କରିଅଛନ୍ତି —୩. One who has completed a course of training in any science or branch of knowledge.
- ୪. ଶିକ୍ଷିତ — ୪. Educated (Apte).